ହିଞ୍ଜିଳିକାଟୁ: ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା । ବାଟବଣା ହେଉଛି ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ । ହିଞ୍ଜିଳିକାଟୁ ପୌରପରିଷଦକୁ ସ୍ୱଚ୍ଛତାରେ ନଂ୧ କରିବା ପାଇଁ ପୌରପ୍ରଶାସନ ଡ଼େଣ୍ଡୁରା ପିଟୁଛି । ସେପଟେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରାଯାଉଛି । ହେଲେ ପୌରାଂଚଳରେ କେବଳ ମୁଖ୍ୟ ରାସ୍ତକୁ ସଫା କରାଯାଉଛି କିନ୍ତୁ୍ନ ସାହିରେ କୁଢକୁଢ ଅଳିଆ ଆବର୍ଜନା ପଡ଼ିରହିଥିବା ଦେଖିବାକୁ ମଳୁଛି । ପୌରପ୍ରଶାସନ ପକ୍ଷରୁ ସ୍ୱଚ୍ଚତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ତାହା କାର୍ଯ୍ୟକାରୀ ହେଉଛି ନା କାଗଜ କଲମରେ ସୀମିତ ରହୁଛି ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0