spot_img

ପିସି ଟଙ୍କା ପାଇଁ ଅଫିସରେ ହୋହାଲ୍ଲା

ଜୟପୁର: ପିସି ଟଙ୍କା ପାଇଁ ଅଫିସରେ ହୋହାଲ୍ଲା । ଜୟପୁର ପୁର୍ତବିଭାଗ କାର୍ଯ୍ୟାଳୟରେ ଅଫିସର ଏବଂ କଂଟ୍ରାକ୍ଟର ମଧ୍ୟରେ ହୋଇଛି ହୋହାଲ୍ଲା । କାର୍ଯ୍ୟାଳୟ ପରିସରରେ ଖୋଦ ଅଡ଼ିଟରଙ୍କ ସହ ୪ଲକ୍ଷ ଟଙ୍କାର ବକେୟା ବିଲ ପାଇଁ ଠିକାଦାରଙ୍କ ଯୁକ୍ତିତର୍କ ହୋଇଥିଲା । ହେଲେ ବିଲ କରାଇଦେଉଥିବା ଅଧିକାରୀ ଏହା ଭିର୍ତିହିନ ବୋଲି ଅଭିଯୋଗ କରିଥିଲେ । ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ୫ଟି ଲାଗୁ ପରେ ପିସି କାରବାର ଘଟଣା ସବୁବେଳେ ଚର୍ଚ୍ଚାରେ ରହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular