spot_img

ପରୀ ହତ୍ୟା ମାମଲାରେ ବିଜେପିର ସମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ପରୀ ହତ୍ୟା ମାମଲା ନେଇ ଖୋର୍ଦ୍ଧାରେ ବିଜେପି ଶାଖା ତରଫରୁ ସାମ୍ବାଦିକ ସମ୍ମିଳନୀ । ସମ୍ମିଳନୀକୁ ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର, ଅନୁଚୌଧୁରୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । ନୟାଗଡ଼ ପରୀ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ଦାବିନେଇ ବିଜେପି ପକ୍ଷରୁ ଆସନ୍ତା ୨୦ ତାରିଖରେ ପଦଯାତ୍ରାୂ କରିବାକୁ ସ୍ଥିର କରାଯାଇଛି ।ଏହି ପଦଯାତ୍ରା ଭୁବନେଶ୍ୱରରୁ ଯଦୁପୁର ପର୍ଯ୍ୟନ୍ତ କରାଯିବା ପାଇଁ ସି୍ଥର ହୋଇଛି । ଏହାସହ ସଭାରେ ସରକାରଙ୍କର ନୂତନ କୃଷି ଆଇନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular