spot_img

ଲୱୋଣ୍ଡୋସ୍କିଙ୍କୁ ମିଳିଲା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର

ଜେନିଭା: ପୋଲାଣ୍ଡ ଫୁଟବଲ ଦଳର ଅଧିନାୟକ ରବର୍ଟ ଲୱୋଣ୍ଡୋସ୍କିଙ୍କୁ ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ କରାଯାଇଛି । ତେବେ ମତଦାନ ମାଧ୍ୟମରେ ଲିଓନେଲ ମେସି ଓ ରୋନାଲ୍ଡୋଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କୁ ପଛରେ ପକାଇ ଲୱୋଣ୍ଡୋସ୍କି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ ଏହି ପୁରସ୍କାର ହାସଲ କରିଛନ୍ତି । ଏହା ସହ ଲୱୋଣ୍ଡୋସ୍କି ୨୦୨୦ରେ ୫୫ଟି ଗୋଲ ଦେଇ ବେୟର୍ନ ମୁ୍ୟନିକକୁ ଏକାଧିକ ଅନ୍ତର୍ଜାତୀୟ ଘରୋଇ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ କରାଇବାରେ ମୁ୍ଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular