ବାରଙ୍ଗ : ୫ ଦିନ ପରେ ଉଦ୍ଧାର ହେଲେ ନିଖୋଜ ନାବାଳକ । ଗତ ୧୫ରେ ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ନିଖୋଜ ହୋଇଯାଇଥିବା ନାବାଳକ ଭୁବନେଶ୍ୱରରୁ ଉଦ୍ଧାର ହୋଇଛି। ଭୁବନେଶ୍ୱର ଇନ୍ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା କହିଛି ବାରଙ୍ଗ ପୋଲିସ। ଗତ ୧୫ରେ ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ନିଖୋଜ ହୋଇଯାଇଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0