ନୂଆଦିଲ୍ଲୀ: ବିଟ କଏନକୁ ନେଇ ସାରା ବିଶ୍ୱରେ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ବର୍ତ୍ତମାନ ବିଟ କଏନ ଏବେ ନିବେଶର ନୂଆ ମାଧ୍ୟମ ପାଲିଟିଛି । ତେବେ ଚଳିତ ବର୍ଷ ମାର୍ଚ୍ଚ ଠାରୁ ଭାରତରେ ବିଟ କଏନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଭାରତରେ ବିଟ କଏନ କାରବାରରେ ପ୍ରାୟ ୮୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବାର ସୂଚନା ମିଳିଛି ।



Visitors Today : 10
Total Visitors : 130451
Total Views : 9891990
Visitors Online Now : 3