କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଲପଡାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ । ଆଖଡ଼ାଶାଳିଠାରେ ନଦୀଭିତ୍ତିକ ବନ୍ଦର ସ୍ଥାନ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି-କେ ପାଣ୍ଡିଆନ । ପାରାଦୀପ ନେହେରୁ ବଙ୍ଗଳା ମୁହାଣ ମୁହଁ ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ । ମହାକାଳପଡ଼ାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ। ମହାନଦୀ ମୂହାଣ ଆଖଡ଼ାଶାଳିଠାରେ ପ୍ରସ୍ତାବିତ ନଦୀ ଭିତ୍ତିିକ ବନ୍ଦର ସ୍ଥାନ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ । ଏହାପରେ ସେ ପାରାଦୀପ ଯାଇ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ସମୀକ୍ଷା କରିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅନୁଧ୍ୟାନ ସମୟରେ ବନ୍ଦରର ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ମହାକାଳପଡା ବିଧାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକମାନେ ପାଣ୍ଡିଆନ ଙ୍କ ଗ୍ରସ୍ତ କୁ ନେଇ ବେଶ ଉତ୍ସାହିତ ଅଛନ୍ତି ସ୍ୱାଗତ ଜଣାଇଛି ରାଜ୍ୟ ସରକାରଙ୍କୁ । ଶିଳ୍ପ ବିହୀନ ଜିଲ୍ଲା କେନ୍ଦ୍ରାପଡା ରେ ନଦୀ ଭିତିକ ବନ୍ଦର ପ୍ରତିଷ୍ଠା ହେଲେ ସମସ୍ତ କ୍ଷେତ୍ରରେ ବିକାଶ ହୋଇ ପାରିବ ବୋଲି ମତ ରଖିଥିଲେ ଅଂଚଳ ବାସୀ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0