ପିଏଲଏର କମାଣ୍ଡରଙ୍କୁ ବଦଳି କଲା ଚୀନ୍ ସରକାର । ପୂର୍ବ ଲଦାଖରରେ ଦୀର୍ଘ ସାତ ମାସ ହେବ ଭାରତ ସହ ଲାଗି ରହିଥିବା ବିବାଦ ପାଇଁ ଦାୟୀ ‘ପିପୁଲସ ଲିବରେସନ ଆର୍ମି’ର କ୍ଷମତାଶାଳୀ ‘ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର’ ଜେନେରାଲ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆସିଛନ୍ତି ଜେନେରାଲ ଜାଙ୍ଗ ଜୁଡୋଙ୍ଗ । ୨୦୧୬ରେ ଜେନେରାଲ୍ ଜାଓ ‘ୱେଷ୍ଟର୍ଣ୍ଟ ଥିଏଟର କମାଣ୍ଡ’ର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ୟ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0