ମେଲବୋର୍ଣ୍ଣ: ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଇତିହାସରେ ସର୍ବନିମ୍ନ ଟେଷ୍ଟ ସ୍କୋର କରିବା ପରେ ପ୍ରବଳ ଚାପରେ ରହିଛି । ଏପରିସ୍ଥଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ୪ଟି ପରିବର୍ତ୍ତନ ଆଣିଛି ବୋଲଇ ବିଶେଷ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ, ଆସନ୍ତା ମେଲବୋର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଶୁବମାନ ଗିଲ, କେ.ଏଲ ରାହୁଲ, ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ରୁଷବ ପନ୍ଥ ଓ ପେସ ବୋଲର ମହମ୍ମଦ ସିରାଜ ଏହି ଟେଷ୍ଟ ମ୍ୟାଚ ଖେଳିବେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0