spot_img

ଟେଷ୍ଟ ମାନ୍ୟତାରେ କୋହଲି ଓ ସ୍ମିଥ ନିକଟତର

ଦୁବାଇ: ଆଡିଲେଡ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ସର୍ତ୍ତେ ମଧ୍ୟ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ପ୍ରଥମ ଇନିଂସରେ ୭୪ ରନ କରିଥିବାରୁ ଶୀର୍ଷ ର୍ୟାଙ୍କିଙ୍ଗପ୍ରାପ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିତଙ୍କ ନିକଟତର ହୋଇପାରିଛନ୍ତି । ତେବେ ସ୍ମିତ ବର୍ତ୍ତମାନ ସର୍ବାଧିକ ୯୦୧ ପଏଣ୍ଟ ପାଇଥିବା ବେଳେ ଭାରତୀୟ କ୍ୟାପଟେନ ବିରାଟ କୋହଲି ୮୮୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଡିଲେଡ ଟେଷ୍ଟରେ ସ୍ମିଥ ୧ ଓ୧ ରନ କରିଥିବା ବେଳେ କୋହଲି ୭୪ ଓ ୪ ରନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular