ମୁମ୍ବାଇ: ବିଗ୍ ବସରେ୧୪ ରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି । ମନୁ ପଞ୍ଜାବୀ ଛାଡିବେ ସୋ । ମନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ରିପୋର୍ଟରେ କୁହାଯାଇଛି। ମନୁଙ୍କର ଗୋଡରେ ସମସ୍ୟା ରହିଥିବା କଥା ସୋସିଆଲ ମିଡିଆରେ ସେୟାର ହୋଇଛି । ପାଦର ଚିକିତ୍ସା ପାଇଁ ମନୁଙ୍କୁ ସୋ ଛାଡିବାକୁ ପଡିବ ବୋଲି ସୂଚାନ ମିଳିଛି । ଏହି ଶୋ’ର ଆଗାମୀ ଏପିସୋଡରେ ବିକାଶ ଗୁପ୍ତା ଦ୍ୱିତୀୟ ଥର ଏଣ୍ଟ୍ରି କରିବା ବେଳେ ଘରର ଜଣେ ଶକ୍ତିଶାଳୀ ସଦସ୍ୟ ମନୁ ପଞ୍ଜାବୀ ବିଗ ବସ ଘରକୁ ବିଦାୟ ଦେବାକୁ ଯାଉଛନ୍ତି। ମନୁ ପଞ୍ଜାବୀଙ୍କ ଶୋ ଛାଡିବା ତାଭ୍କ ପ୍ରଶଂସକ ମାନେ ଗ୍ରହଣ କରିପାରୁ ନାହାନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0