spot_img

ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ

ରାଉରକେଲା: ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ଅଭିଯୋଗ। ପ୍ରାୟ ୪୨କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି GSTର ସ୍ୱତନ୍ତ୍ର ଟିମ୍‌। କଟକ ଓ ଯାଜପୁରୁ ଆସିଥିବା ସ୍ୱତନ୍ତ୍ର GST ଟିମ୍‌ ସହ ଛେଣ୍ଡ ଓ ବନ୍ଧମୁଣ୍ଡା ଅଞ୍ଚଳରେ ଚଢାଉ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୪୨କୋଟି ଟଙ୍କାର ବେନାମୀ ଟ୍ରାଞ୍ଜାକସନ୍‌ କରିଛନ୍ତି ଦୁଇ ଜଣ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular