spot_img

ନୂଆ ବର୍ଷରେ ବାଣ ଫୁଟାଇବାରେ ରୋକ ଲଗାଇଲେ ସରକାର

ଜୟପୁର: ନୂଆ ବର୍ଷରେ ବାଣ ଫୁଟାଇବାରେ ରୋକ ଲଗାଇଲେ ରାଜସ୍ଥାନ ସରକାର । ଅଶୋକ ଗେହଲତ ସରକାର କରୋନା ସମୀକ୍ଷା ବୈଠକରେ ନୂଆ ବର୍ଷରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ନୂଆ ବର୍ଷ ଅବସରରେ ଲୋକେ ବାଣ ଫୁଟାଇ ପାରିବେନି । ମୁଖ୍ୟମନ୍ତ୍ରୀ କରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ କଡାକଡି ଭାବରେ ପାଳନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular