କେନ୍ଦୁଝର:ଭାରସାମ୍ୟ ହରାଇ ଓଲଟିଲା କାର । ଘଟଗାଁ ପେଟ୍ରେଲ ପମ୍ପ ନିକଟରେ ଘଟିଛି ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏ ଗଛକୁ ଧକ୍କ ଦେଲା କାର । ଧକ୍କା ହେବା ଫଳରେ ୩ତିନି ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛି । ଆହତ ମାନଙ୍କୁ ଆନନ୍ଦପୁର ଅଂଚଳର ବୋଲି ଜଣାପଡ଼ିଛି । କାରଟି କେନ୍ଦୁଝରରୁ ଆନନ୍ଦପୁର ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ସଂଗେ ସଂଗେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଆହତ ମାନଙ୍କୁ ପ୍ନରଥମେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ତିନି ଜଣଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ୱର ହେବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0