ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ତାରକା ସ୍ପିନର ୟୁଜବେନ୍ଦ୍ର ଚହଲ । ଅଷ୍ଟ୍ରେଲିଆ ଗସ୍ତରୁ ଫେରିବାର କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କୁ ବିବାହ କରିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ବିବାହର ଖୁସି ଖବର ପ୍ରଶଂସକଙ୍କୁ ଦେଇଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ଚହଲ ଧନଶ୍ରୀଙ୍କ ସହିତ ନିଜର ନିର୍ବନ୍ଧ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ।ଉଭୟ ନିଜର ସଂପର୍କକୁ ଦୀର୍ଘ ଦିନ ପର୍ୟ୍ୟନ୍ତ ସାର୍ବଜନୀନ କରିନଥିଲେ।



Visitors Today : 3
Total Visitors : 130444
Total Views : 9891978
Visitors Online Now : 0