୧୦ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଦିତି ମଲିକ ଏବଂ ଅଭିନେତା ମୋହିତ ମଲିକ । ଛୋଟ ପରଦାର ପ୍ରସିଦ୍ଧ ଏହି ଦମ୍ପତି ତାଙ୍କର ପ୍ରଶଂସକଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଦୁହେଁ ଦୀର୍ଘ ସମୟ ଧରି ଟିଭି ସିରିଏଲରେ ଏକାଠି କାମ କରୁଥିଲେ । ଆଦିତି ମଲିକ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ସ୍ୱାମୀଙ୍କ ସହିତ ଫୋଟ ସେୟାର କରି ତାଙ୍କ ଗର୍ଭଧାରଣ ବିଷୟରେ କହିଛନ୍ତି। ଆଦିତିଙ୍କ ଗର୍ଭଧାରଣର ଚିତ୍ର ଭାଇରାଲ ହେବାରେ ଲାଗିଛି । ଅନେକ ପ୍ରଶଂସକ ମଧ୍ୟ ତାଙ୍କ ଫୋଟକୁ ପସନ୍ଦ କରିଛନ୍ତି । ମୋହିତ ମଲିକ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀ ଆଦିତୀଙ୍କ ଛବି ସେୟାର କରିଛନ୍ତି। ଏହି ଛବି ସହିତ ସେ ତାଙ୍କ ଭବିଷ୍ୟତ ସନ୍ତାନ ଏବଂ ସ୍ତ୍ରୀ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ମଧ୍ୟ ଲେଖିଛନ୍ତି ଜ୍ଝ



Visitors Today : 2
Total Visitors : 130171
Total Views : 9891617
Visitors Online Now : 0