ନୂଆଦିଲ୍ଲୀ: ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀଙ୍କୁ ପାକିସ୍ତାନ ମୁକ୍ତ କରିଛି । ପାକିସ୍ତାନର ସିନ୍ଧ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଆମେରିକାର ସାମ୍ବାଦିକ ଡାନିଏଲ୍ ପର୍ଲଙ୍କ ଅପହରଣ କରିଥିଲେ, ଏବଂ ଏହାପରେ ତାଙ୍କ ମୁଣ୍ଡ କାଟି ହତ୍ୟା କରିଦେଇଥିଲେ । ଗୁରୁବାର ଦିନ ପାକିସ୍ତାନର ଏକ କୋର୍ଟ ହତ୍ୟା ଘଟଣା ଅଭିଯୁକ୍ତ ଆତଙ୍କୀ ଅହମ୍ମଦ ଅମର, ସଇଦ ଶେକ, ଫହାଦ ନସୀମ, ଶେଖ୍ ଆଦିଲ ଓ ସଲମାନ୍ ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । ସେପଟେ କୋର୍ଟଙ୍କ ଏହି ରାୟ ନେଇ ଆମେରିକା ନାଖୁସ୍ ରହିଛି । ଆମେରିକା ନିଜର ଚିନ୍ତା ଜାହିର ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0