କରଞ୍ଜିଆ : ଡ଼ଲଫିନ୍ ନାମକ ଏକ ଘରୋଇ ବସ୍ କେନ୍ଦୁଝରରୁ କଲିକତା ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ଛକ ନିକଟରେ ପୋଲିସ ଗାଡିକୁ ଅଟକାଇ ଚଢାଉ କରିଥିଲା । ଗଞ୍ଜେଇ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବସରେ ଚଢ଼ାଉ କରିଥିଲା କରଞ୍ଜିଆ ପୋଲିସ । ଚଢାଉ ବେଳେ ୩୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ବସ୍ କଣ୍ଡକ୍ଟର ଓ ହେଲପର ଥାନାରେ ଅଟକ ଅଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0