spot_img

ଡ଼େଲାଙ୍ଗରେ ବିଜେଡ଼ିର ୨୪ତମ ପ୍ରତିଷ୍ଠା ଦିବସ ପାଳନ

ଡ଼େଲାଙ୍ଗ: ପୁରୀ ଡ଼େଲାଙ୍ଗ ବ୍ଲକରେ ବିଜେଡ଼ିର ୨୪ ତମ ପ୍ରତିଷ୍ଠା ଦିବସ ପାଳନ । ଡ଼େଲାଙ୍ଗ ବ୍ଲକ ଚେୟାରମ୍ୟାନ ପ୍ରଶନ୍ନ କୁମାର ସାହୁଙ୍କ ନେତ୍ୃତ୍ୱରେ ପାଳନ କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଡ଼େଲାଙ୍ଗ ହାଟଛକରେ ଥିବା ବିଜୁ ପଟ୍ଟନାୟକଙ୍କ ମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥି ସହିତ ବିଜୁ କର୍ମି ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular