ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ବେଆଇନ କାର୍ଯ୍ୟରେ ସପୃକ୍ତ ଥିବା ମାଫିଆ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି । ଯଦି ସେମାନେ ରାଜ୍ୟ ଛାଡି ନ ଯାଆନ୍ତି, ତେବେ ୧୦ ଫୁଟ ଗଭୀରରେ ପୋତିଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ଉଦବୋଧନ ଦେଇ କହିଥିଲେ, ମାଫିଆମାନେ ତୁରନ୍ତ ରାଜ୍ୟ ଛାଡି ପଳାିଯାଆନ୍ତୁ । ନହେଲେ ସେମାନଙ୍କୁ ୧୦ ଫୁଟ ଗଭୀର ଗାତରେ ପୋତି ଦିଆଯିବ ଓ ସେମାନଙ୍କ ପତ୍ତା ମିଳିବ ନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0