ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିନକୁ ଦିନ ଦାବି ଜୋର ଧରିବାରେ ଲାଗିଛି । ତେବେ ଡିସେମ୍ବର ୩୦ରେ ଏକ ଟ୍ରାକ୍ଟର ରାଲି କରିବାର ସୂଚନା ମିଳିଛିକ । ସିନ୍ଧୁ ସୀମାରୁ ଟିକିରି ଓ ଶାହାଜାହାପୁର ପର୍ଯ୍ୟନ୍ତ କୃଷକ ଏକ ଟ୍ରାକ୍ଟର ରାଲି ବାହାର କରିବେ । ସିନ୍ଧୁ ସୀମାରୁ ଟିକିରି ଓ ଶାହାଜାହାନପୁର ପର୍ଯ୍ୟନ୍ତ କୃଷକ ଏହି ରାଲି କରିବେ । କୃଷକମାନେ ୧ ଜାନୁଆରୀରେ ଦିଲ୍ଲୀ ଓ ହରିୟାଣାବାସୀଙ୍କୁ ସେମାନଙ୍କ ସହ ନୂଆବର୍ଷ ପାଳନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0