ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ଦୁବାଇରେ ହନିମୁନ ସେଲିବ୍ରେଟ କରୁଛନ୍ତି । କିଛି ଦିନ ପୂର୍ବେ ଦୁୂହେଁ ବିବାହ କରିଥିଲେ । ବିବାହରେ ଉଭୟଙ୍କ ପଯୋ ଖବ୍ ଭାଇରାଲ ହୋଇଥିଲା । ବର୍ତ୍ତମାନ ଦୁହେଁ ଦୁବାଇରେ ଅଛନ୍ତି ଏବଂ ସେଠାରୁ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରିଛନ୍ତି । ଧନଶ୍ରୀ ହନିମୁନ୍ର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଧନଶ୍ରୀ ଫଟୋରେ ଜେବ୍ରା ପ୍ରିଣ୍ଟ ଡ୍ରେସ ପିନ୍ଧିଥିବାବେଳେ ୟୁଜଭେନ୍ଦ୍ର ଚହଲ ଧଳା ଶାର୍ଟ ଏବଂ ଅଲିଭ୍ ଗ୍ରୀନ ଜ୍ୟାକେଟ୍ ସହିତ ଧୂସର ଟି-ସାର୍ଟରେ ଆକର୍ଷଣୀୟ ଦେଖାଯାଉଛନ୍ତି।ୟୁଜବେନ୍ଦ୍ର ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ କିଛି ମୁହୂର୍ତ୍ତ ସେୟାର କରିଛନ୍ତି । ଯେଉଁଥିରେ ଉଭୟ ମଜା କରୁଥିବା ନଜରରେ ଆସିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0