ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମଙ୍ଗରାଜପୁର ଡାଙ୍ଗି ସାହିରେ ନବବଧୂକୁ ଗୋଡ଼ହାତ ବାନ୍ଧି ଡୋଲିରେ ପକାଇ ଦେବା ଘଟଣାରେ ଶାଶୁ, ଶ୍ୱଶୁର ଗିରଫ । ସେମାନଙ୍କୁ ଗିରଫ କରିଛି ବୁଗୁଡ଼ା ଥାନା ପୋଲିସ । ନବବଧୂଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ଉଦ୍ଧାର କରିଥିଲେ । ପରେତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଆଜି ବୁଗୁଡ଼ା ଥାନା ପୋଲିସ ଘଟଣାରେ ଶାଶୁ, ଶ୍ୱଶୁର ଗିରଫ କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0