ଆନନ୍ଦପୁର: ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଞ୍ଚୁପଲ୍ଲୀ ଗ୍ରାମ ପଞ୍ଚାୟତ ମସାରି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନବାଡି କର୍ମୀ ସସ୍ମିତା ପଟ୍ଟନାୟକ ସରପଞ୍ଚ ଅନିତା ଖଟୁଆ ନାଏବ ସରପଞ୍ଚ ଗୌରାଙ୍ଗ ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଙ୍କୁ ମସାରି ବାଣ୍ଟିବା ସହ ମସାରି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1