spot_img

ଖଣ୍ଡଗିରିରେ ନୂତନ ଥାନା ଉଦଘାଟନ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପରିସରରେ ଭୁବନେଶ୍ୱର କମିଶନରେଟ ତରଫରୁ ଭରତପୁର ନୂତନ ଥାନା ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ଉସôବରେ ମନ୍ତ୍ରୀ ଅଶୋକ ପଣ୍ଡା , ବିଧାୟକ ଶୁଶାନ୍ତ ରାଉତ, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଡ଼ିସିପି ଉମାଶଙ୍କର ଦାଶ ଉପସ୍ଥିତ ଥିଲେ । ଏହାସହ ପୋଲିସ ବିଭାଗର ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ବରିଷ୍ଠ ନାଗରୀକ ମାନେ ଉପସ୍ଥିତ ଥିଲେ । ନୁତନ ଥାନାରେ ଇନସପେକ୍ଟର ଭାବେ ଦୁର୍ଗା ପ୍ରସାଦ ଜେନା କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular