spot_img

ଧାନ ବିଲରୁ ହାତୀର ମୃତଦେହ ଠାବ

ଟାଂଗୀ : ଧାନ ବିଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଂଗୀ ବନ ବିଭାଗ ରେଂଜ୍ ଅଧିନସ୍ଥ ଖଜୁରିଆ ଗ୍ରାମର ଏକ ଚାଷ ଜମିରୁ ହାତୀ ମୃତଦେହ ଉଦ୍ଧାର କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ । ଟାଂଗୀ ବନ ବିଭାଗ ରେଂଜ୍ ଇଲାକାରେ ଏବେ ୩୨ଟି ହାତୀ ଅଛନ୍ତି । ରାମେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ୨୨ଟି ହାତୀ ଥିବା ଏକ ହାତୀ ପଲ ଉତ୍ପାତ କରୁଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular