spot_img

ଧାନ ବିଲରୁ ହାତୀର ମୃତଦେହ ଠାବ

ଟାଂଗୀ : ଧାନ ବିଲରୁ ମାଈ ହାତୀର ମୃତଦେହ ଠାବ ହୋଇଛି ଖୋର୍ଦ୍ଧା ଜିଲ୍ଲା ଟାଂଗୀ ବନ ବିଭାଗ ରେଂଜ୍ ଅଧିନସ୍ଥ ଖଜୁରିଆ ଗ୍ରାମର ଏକ ଚାଷ ଜମିରୁ ହାତୀ ମୃତଦେହ ଉଦ୍ଧାର କରାଯାଇଛି ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଟାଂଗୀ ବନ ବିଭାଗ ରେଂଜ୍ ଇଲାକାରେ ଏବେ ୩୨ଟି ହାତୀ ଅଛନ୍ତି ରାମେଶ୍ବର ଏହାର ଆଖପାଖ ଅଞ୍ଚଳରେ ୨୨ଟି ହାତୀ ଥିବା ଏକ ହାତୀ ପଲ ଉତ୍ପାତ କରୁଥିଲେ

LEAVE A REPLY

Please enter your comment!
Please enter your name here

- Advertisment -

Most Popular