spot_img

୮ ବର୍ଷ ପରେ ମଇଦାନକୁ ଓହ୍ଲାଇଲେ ଶ୍ରୀସନ୍ତ

ନୂଆଦିଲ୍ଲୀ: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ରିକେଟ ମଇଦାନକୁ ଫେରିଛନ୍ତି ଦ୍ରୁତ ବୋଲର ଏସ ଶ୍ରୀସନ୍ତ । ଏହା ସହ ଆସନ୍ତା ଘରୋଇ ସିରିଜ ସୟଦ ମୁସ୍ତକ ଅଲ୍ଲି ଟ୍ରଫି ପାଇଁ ଦ୍ରୁତ ବୋଲର ଶ୍ରୀସନ୍ତଙ୍କୁ କେରଳ ଦଳରେ ସାମିଲ କରାଯାଇଛି । ତେବେ ଏକ ଅଭ୍ୟାସ ମ୍ୟାଚରେ ଶ୍ରୀସାନ୍ତଙ୍କ ପୁରୁଣା ଫର୍ମକୁ ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳ ପାଇଁ ପେସ ଆକ୍ରମଣର ନେତୃତ୍ୱ ନେବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular