ଟାଙ୍ଗି: ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଚିଲିକା କୂଳଠାରୁ ୮କିଲୋମିଟର ଭିତରେ ଅଛନ୍ତି ୧୩ଜଣିଆ ହାତୀପଲ। ନଳଘାସ ନିକଟରେ ହାତୀ ପଲ ଥିବା ବେଳେ ସେମାନଙ୍କ ଭିତରେ ଗୋଟିଏ ଛୁଆ ହାତୀ ଥିବା ଜଣାପଡିଛି। ଚିଲିକାରେ ପକ୍ଷୀଗଣନା ଚାଲିଥିବା ବେଳେ ବଣ୍ୟପ୍ରାଣୀ ବିଭାଗ କର୍ମଚାରୀ ଚିଲିକା ଭିତରେ ହାତୀକୁ ଠାବ କରିଛନ୍ତି। ଘଟଣାସ୍ଥଳକୁ ଜଙ୍ଗଲ ବିଭାଗ କର୍ମଚାରୀ ଯାଉଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0