spot_img

ଧର୍ମଗୁରୁ ଘାସିଦାସ ବାବାଙ୍କ ଜନ୍ମ ଜୟନ୍ତୀ 

ଉମରକୋଟ: ଉମରକୋଟରେ ଧର୍ମଗୁରୁ ଘାସିଦାସ ବାବାଙ୍କ ଜନ୍ମ ଜୟନ୍ତୀ ପାଳିତ । ଅଧିକାରୀଗୁଡ଼ା ଗ୍ରାମରେ ବାବାଙ୍କ ଜନ୍ମଜୟନ୍ତୀ ପାଳନ ହୋଇଛି । ଗ୍ରାମର ସତନମି ଧର୍ମର ଲୋକମାନେ ବହୁ ଆଡ଼ମ୍ବର ସହକାରେ ଏହାକୁ ପାଳନ କରିଛନ୍ତି । ଉସôବରେ ଛତିଶଗଡ଼ ରାଜ୍ୟର ଧର୍ମଗୁରୁ ରାଜ ଗୋପାଳ ସାହେବଙ୍କ କନିଷ୍ଟ ପୁତ୍ର ଗୁରୁ ସ୍ୱରଭ ସାହେବ ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular