spot_img

ଆଦାନୀଙ୍କ କମ୍ପାନୀ ଗାଙ୍ଗୁଲିଙ୍କ ତେଲ ବିଜ୍ଞାପନ ବନ୍ଦ କରିଦେଲା

ମୁମ୍ବାଇ: ଆଦାନୀଙ୍କ କମ୍ପାନୀ ଆଦାନୀ ୱିଲମାର ତାଙ୍କ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ କୁକିଂ ତେଲ ପାଇଁ ସମସ୍ତ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । ଯେଉଁଥିରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ମୁଖ୍ୟ ସୌରଭ ଗାଙ୍ଗୁଲି ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ କମ୍ପାନୀର ବିଜ୍ଞାପନଗୁଡ଼ିକ ପରିହାସ କରାଯାଉଥିଲା। ଭେଟେରାନ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ୱିଲମାର ତାଙ୍କ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ କୁକିଙ୍ଗ୍ ତେଲ ପାଇଁ ସମସ୍ତ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । ଯେଉଁଥିରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଉପସ୍ଥିତ ଅଛନ୍ତି। ଗାଙ୍ଗୁଲି ଶନିବାର ଦିନ ହୃଦଘାତରେ ଆକ୍ରାନ୍ତ ହୋଇ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଏହା ପରେ ସୋସିଆଲ ମିଡିଆରେ କମ୍ପାନୀର ବିଜ୍ଞାପନକୁ ପରିହାସ କରାଯାଉଥିଲା। ବ୍ରାଣ୍ଡର କ୍ରିଏଟିଭ୍ ଏଜେନ୍ସି ଙଶସକ୍ଷଙ୍ଖଚ୍ଚ ଌ ଗବଗ୍ଧଷରକ୍ସ ଏହି ବିଷୟ ଉପରେ ଦୃଷ୍ଟି ରଖି ଏକ ନୂତନ ଅଭିଯାନରେ କାର୍ୟ୍ୟ କରୁଛି । ଗତ ବର୍ଷ ଜାନୁଆରୀରେ ଗାଙ୍ଗୁଲିଙ୍କୁ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ ତେଲର ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ଲକ୍ଡାଉନ୍ ଅବଧିରେ ସୃଷ୍ଟି ହୋଇଥିବା ଏକ ବିଜ୍ ସଗ୍ଦରଜ୍ଞରଦ୍ଭଗ୍ଧ ବିଜ୍ଞାପନରେ ସେ ହାର୍ଟର ଯତ୍ନର ପ୍ରୋତ୍ସାହନ ଦେଉଥିବାର ଦେଖାଯାଇଥିଲା । ତେବେ ଗାଙ୍ଗୁଲିଙ୍କ ହୃଦଘାତ ସମସ୍ୟା ପରେ ଗାଙ୍ଗୁଲିଙ୍କ ବିଜ୍ଞାପନ ସବୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular