ନୂଆଦିଲ୍ଲୀ: ଚୀନ୍ ସରକାରଙ୍କୁ ସମାଲୋଚନା କରିଥିବା ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ୍ ମାଙ୍କୁ ଗିରଫ କିମ୍ବା ଗିରଫ କରିବାର ଆଶଙ୍କା ବୃଦ୍ଧି ପାଇଛି। ତାଙ୍କୁ ପ୍ରାୟ ଦୁଇମାସ ଧରି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳି ନଥିଲା। ଚୀନ୍ ଗଣମାଧ୍ୟମରେ ଖବର ଆସିଛି ଯେ ଜ୍ୟାକ୍ ମା ସରକାରୀ ଏଜେନ୍ସିଗୁଡିକର ତଦାରଖରେ ଅଛନ୍ତି। ତେବେ ନିକଟ ଅତୀତରେ ସେ ଚୀନ୍ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0