spot_img

ଖୋର୍ଦ୍ଧାରେ ନାହିଁ ବାର୍ଡ ଫ୍ଲୁ ଭୟ : ସିଡିଭିଓ

ଖୋର୍ଦ୍ଧାଖୋର୍ଦ୍ଧାରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ବାର୍ଡ ଫ୍ଲୁର ଆଶଙ୍କା ନାହିଁ ଲୋକମାନେ, କୁକୁଡା ପାଳନ ଚାଷୀ କେହି ବି ଭୟଭୀତ ହେବାର କୌଣସି କାରଣ ନାହିଁ ଜିଲ୍ଲାର ମୁଖ୍ୟ ଚିଲିକା ନଳବଣ, କେରଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରୁ ପ୍ରାୟ ୪୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି କୌଣସି ପଜିଟିଭି ରିପୋର୍ଟ ଆସିନାହିଁ ତଥାପି ଆମେ ସମସ୍ତଙ୍କୁ ସତର୍କ କରିଛୁ ବୋଲି ଖୋର୍ଦ୍ଧା ସିଡିଭିଓ ବିଷ୍ଣୁ ଚରଣ ସାହୁ କହିଛନ୍ତି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular