spot_img

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଓପନିଂ କରିବେ ହିଟମ୍ୟାନ

ସିଡନୀ: ଆସନ୍ତା ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ ଖେଳାଯିବାକୁ ଅଛି । ତେବେ ଏହି ମ୍ୟାଚରେ ହିଟମ୍ୟାନ ରୋହିତ ଶର୍ମା ମୟଙ୍କ ଅଗ୍ରୱାଲଙ୍କ ବଦଳରେ ଓପନିଂ କରିବେ ବୋଲି ସୂଚନା ମିଳିଛି । ସେହପରି ଉମେଶ ଯାଦବଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଏବଂ ନବଦ୍ୱିପ ସାଇନିଙ୍କ ମଧ୍ୟରେ ଜଣଙ୍କୁ ଚୟନ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ରୋହିତ ଶର୍ମା ସୁସ୍ଥ ହୋଇ ଫେରିବା ପରେ ନିକଟରେ ସେ ନିଜର ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular