spot_img

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ମୁନିଗୁଡା ରାୟଗଡା ଜିଲ୍ଲା ମୁନିଗୁଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ପିଚୁ ଟ୍ରକରୁ ଦୁଇ ଟନ୍ ରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ । ଆନ୍ଧ୍ରପ୍ରଦେଶରୁ କଣ୍ଟାମାଳକୁ ଚାଲାଣ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବବୋଲି କୁହାଯାଉଛୁ । ଘଟଣାସ୍ଥଳରୁ ମାଫିଆଙ୍କ ସହ ଗାଡିର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular