ଗଞ୍ଜାମ : ପୂର୍ବରୁ ରାଜ୍ୟରେ ତିନି ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି ପୋଲସରା ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ଜ୍ୱର ପରେ ଏକ ଘରୋଇ ହସ୍ପିଟାଲରେ ନିଜର ପରୀକ୍ଷା କରିଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ସହ ସ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନିଜେ ବିଧାୟକ ସୂଚନା ଦେଇଛନ୍ତି । ଏବେ ସେମାନେ ହୋମ କ୍ୱାରେଣ୍ଟାଇନ୍ ରେ ରହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0