ବାଙ୍ଗାଲୋର: ଚଳିତ ଇଣ୍ଡିଆନ ସୁପରଲିଗରେ ବାଙ୍ଗାଲୋର ଏଫସିର ଖରାପ ପ୍ରଦର୍ଶନ ପାଇଁ ଦଳର ମୁଖ୍ୟ କୋଚ କାର୍ଲେସ କ୍ୱାଡ୍ରାଟଙ୍କୁ ବହିଷ୍କାର କରାଯାଇଛି । ତେବେ ପୂର୍ବତନ ଚାମ୍ପିୟନ ବାଙ୍ଗାଲୋର ଦଳ ଲଗାତାର ଭାବରେ ୩ଥର ମ୍ୟାଚ ହାରିଥିଲା । ଯାହାଫଳରେ ଦଳର ମୁଖ୍ୟ କୋଚ କ୍ୱାଡ୍ରାଟ ନିଜର କାର୍ଯ୍ୟ ଠିକ ଭାବରେ ତୁଲାଇ ପାରିନାହାଁନ୍ତି ବୋଲି କ୍ଲବ ନିଦେ୍ର୍ଦଶକ ପାର୍ଥ ଜିନ୍ଦଲ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0