spot_img

ଜାତୀୟ ସଙ୍ଗୀତ ବାଜୁଥିବା ସମୟରେ କାନ୍ଦିଲେ ଏହି କ୍ରିକେଟର

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ଅୟୋରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଶୁଣି ଭାବପ୍ରବଣ ହୋଇ କାନ୍ଦିଲେ ଦ୍ରୁତ ବୋଲର ମହମ୍ମଦ ସିରାଜ । ତେବେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମହମ୍ମଦ ସିରାଜଙ୍କ ଏହି ଭିଡିଓଟି ନିଜ ଟ୍ୱିଟରେ ସେୟାର କରିଛି । ଅନ୍ୟପଟେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular