spot_img

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା

କଲିକତା: ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡା ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କହସ୍ପିଟାଲରୁ ବାହାରକୁ ଆସିବା ପରେ ଗାଙ୍ଗୁଲି କହିଛନ୍ତି, ମୁଁ ଏବେ ଠିକ ଅଛି ଏବଂ ଖୁବଶୀଘ୍ର ଫେରିବି । ତେବେ କିଛି ଦିନ ପୂର୍ବରୁ ଗାଙ୍ଗୁଲିଙ୍କୁ ହୃଦଘାତ ହେବାରୁ ସ୍ଥାନୀୟ ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular