ନୂଆଦିଲ୍ଲୀ: କରୋନା ଟିକା ପରୀକ୍ଷା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଏ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ବିଳନୀ ଡାକି କହିଥିଲେ । ତାଙ୍କ କହିବା ଅନୁସାରେ, କରୋନା ଟିକା ପରୀକ୍ଷା ପାଇଁ ସରକାର ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଟୀକାକରଣ କାର୍ୟ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ସରକାରଙ୍କ ଟୀକାକରଣ ଯୋଜନା ବିଷୟରେ ବିସ୍ତୃତ ଭାବେ ବୁଝାଇ



Visitors Today : 1
Total Visitors : 130301
Total Views : 9891804
Visitors Online Now : 0