ମୁମ୍ବାଇ: ଜଣାଶୁଣା ଫ୍ୟାଶନ ଡିଜାଇନର୍ ସତ୍ୟ ପାଲ ତାମିଲନାଡୁର କୋଏମ୍ବାଟୁର ଠାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଡିସେମ୍ବରରେ ତାଙ୍କୁ ହୃଦଘାତ ହୋଇଥିଲା । ତେବେ ଏନେଇ ଇଶା ଯୋଗ କେନ୍ଦ୍ରର ପ୍ରତିଷ୍ଠାତା ସାଦଗୁରୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ସତ୍ୟ ପାଲଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ଇଶା ଯୋଗ କେନ୍ଦ୍ରର ପ୍ରତିଷ୍ଠାତା ସତ୍ୟ ପାଲଙ୍କ ମୃତ୍ୟୁ ସମ୍ପର୍କରେ ସାଧଗୁରୁ ଜାଗି ଭାସୁଦେବ ଟ୍ୱିଟ କରି କହିଛନ୍ତି ଯେ ସତ୍ୟ ପାଲ ଅତ୍ୟନ୍ତ ଉତ୍ସାହ ଏବଂ ନିରନ୍ତର ଅଂଶଗ୍ରହଣ ସହିତ ବଞ୍ଚିବାର ଏକ ଜ୍ୱଳନ୍ତ ଉଦାହରଣ, ସତ୍ୟ ପାଲ ଭାରତୀୟ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ଆଣିଥିଲେ। ଏହା ତାଙ୍କ ପାଇଁ ଏକ ପ୍ରକୃତ ଏବଂ ସୁନ୍ଦର ଶ୍ରଦ୍ଧାଞ୍ଜଳି ।
#SatyaPaul, a shining example of what it means to live with immeasurable passion and unrelenting involvement. The distinct vision you brought to the Indian #fashion industry is a beautiful tribute to this. A privilege to have had you amongst us. Condolences & Blessings. -Sg pic.twitter.com/DNMZ0DXvOf
— Sadhguru (@SadhguruJV) January 7, 2021



Visitors Today : 3
Total Visitors : 130169
Total Views : 9891615
Visitors Online Now : 0