ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦ୍ୱିତୀୟ ଦିନରେ ୯୬ ରନ କରିଛି । ବିପକ୍ଷ ଦଳ ଷ୍ଟିଭ ସ୍ମିଥଙ୍କ ଶତକ ଫଳରେ ପ୍ରଥମ ଇନିଂସରେ ୩୩୮ ରନ କରି ଅଲଆଉଟ ହୋଇଥିଲା । ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ହେବା ବେଳକୁ ୨ ୱିକେଟ ହରାଇ ୯୬ ରନ କରିଥିଲା । ତେବେ ଭାରତୀୟ ଦଳର ଓପନର ଯୋଡି ରୋହିତ ଶର୍ମା ୨୬ ଏବଂ ଶୁଭମନ ଗିଲ ୫୦ ରନରେ ଆଉଟ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0