ଭୁବନେଶ୍ୱର: ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳିମାନଙ୍କୁ ପ୍ରୋତ୍ସାସନ ଦେଇଛନ୍ତି ସରକାର । ପ୍ରୋତ୍ସାସନ ସ୍ୱରୂପ ଓଡିଶାରେ ଫୁଟବଲ ରେଫରିଙ୍କ ସଂଖ୍ୟା ବୃଦ୍ଧିସହ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ତେବେ ଖେଳ ଜୀବନ ପରେ ଘରେ ବସି ରହିଥିବା ଖେଳାଳିମାନଙ୍କ ପାଇଁ ରେଫରି ହେବାର ସୁଯୋଗ ଦେଇଛନ୍ତି ସରକାର । ତେବେ ଏନେଇ ଫୁଟବଲ ଆସୋସିଏଶନ ଅଫ ଓଡିଶା ସହଯୋଗରେ ରାଜ୍ୟ ସରକାରଙ୍କ କ୍ରୀଡାବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0