ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦଳ ୨୪୪ ରନରେ ଅଲଆଉଟ ହୋଇଛି । ଅନ୍ୟପଟେ ବିପକ୍ଷ ଦଳ ୩୩୮ ରନ କରିଥିଲା । ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୯୪ ରନରେ ଆଗୁଆ ରହିଛି । ଏହା ସହ ଦ୍ୱିତୀୟ ପାଳିରେ ୧୩ ଓଭର ଖେଳରେ ଦୁଇ ୱିକେଟ ହରାଇ ୪୧ ରନ କରିଛି ଘରୋଇ ଅଷ୍ଟ୍ରେଲିଆ ଦଳ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0