spot_img

୩ବର୍ଷର ଶିଶୁକୁ ଯୌନ ନିର୍ଯାତନା

ବଲାଙ୍ଗୀର୩ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ । ବଲାଙ୍ଗୀର ସହର ଆଦର୍ଶ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ତେବେ ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଥିବା ବେଳେ ପୋଲିସ ଶନିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ଆଦର୍ଶ ଥାନା ଅଞ୍ଚଳର ୩ ବର୍ଷର ଶିଶୁ ସହ ଜଣେ ଯୁବକ ଅପ୍ରାକୃତି ଯୌନ ସଂପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି । ଶିଶୁଟି ଘଟଣା ସଂପର୍କରେ କହିବା ପରେ ଆଦର୍ଶ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅଭିଯୋଗ ପରେ ଅବନିଶକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଛି ।।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular