ନୂଆଦିଲ୍ଲୀ: ଭାରତ ସୀମାରେ ଚୀନର ପୁଣି ଅନୁପ୍ରବେଶ ଉଦ୍ୟମ । ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଜଣେ ସୈନିକ ବୁଲୁଥିବା ବେଳେ ଭାରତୀୟ ସେନାମାନଙ୍କ ଦ୍ବାରା ଧରାପଡିଛି। ଅଟକ ରଖି ପଚରାଉଚରା ଜାରି ରହିଛି। ରାସ୍ତା ଭୁଲି ଭାରତ ସୀମାରେ ବୁଲୁଥିବା ଅଟକ ଚୀନ ସୈନିକ ନିଜ ବୟାନ ଦେଇଛି । ତେବେ ଗତ ବର୍ଷ ଜୁନରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ପରେ ଉଭୟ ଦେଶ ପକ୍ଷରୁ ସୀମାରେ ସୁରକ୍ଷାକର୍ମୀ ମୁତୟନକୁ କଡାକଡି କରାଯାଇଛି।
Troops from either side are deployed along LAC since friction erupted last year due to unprecedented mobilisation and forward concentration by Chinese troops. PLA soldier is being dealt with as per laid down procedures & circumstances under which crossed LAC: Indian Army https://t.co/iitBluKSNe
— ANI (@ANI) January 9, 2021



Visitors Today : 0
Total Visitors : 130166
Total Views : 9891611
Visitors Online Now : 0