ଯାଜପୁର : ନକଲି ମୋବିଲ କାରଖାନା ଉପରେ ଚଢ଼ାଉ l ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ପତରାଜପୁର ଗ୍ରାମ ନିକଟସ୍ଥ ୫୩ନଂ ଜାତୀୟ ରାଜପଥ ପାର୍ଶ୍ଵରେ ନକଲି ମୋବିଲ କାରଖାନା ଉପରେ ଯାଜପୁର ଝଊଚଙ ଙ୍କ ନେତୃତ୍ୱ ରେ ଚାଲିଛି ଚଢ଼ାଉ। ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଙ୍କ ସମେତ ଚଣ୍ଡିଖୋଲ ପୋଲିସ ଫାଣ୍ଡି ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଦୀର୍ଘ ଦିନ ଧରି ଗ/ଝ ଘକ ଉଙଗଚଇଘଣ ନାମରେ ପୋଡ଼ା ମୋବିଲ କୁ ଅପମିଶ୍ରଣ ଭାବେ ପ୍ରସ୍ତୁତ କରି ପୁନର୍ବାର ମାର୍କେଟରେ ଖୁଲମ ଖୁଲା ବିକ୍ରି କରାଯାଉଥିଲା। ଏଠାରେ ବେଆଇନ ଭାବେ ମୋବିଲ କାରଖାନା ଚାଲୁ ଥିବା ଯାଜପୁର ଝଊଚଙ ସୂଚନା ମିଳିଛି। ପୋଲିସ ପକ୍ଷରୁ ଛାନ୍ନ ଭିନ୍ନ ଚାଲୁ ରହିବା ସହିତ ଅଧିକ ତଦନ୍ତ ଜାରୀରହିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0