spot_img

କପିଳାସ ଚିଡ଼ିଆଖାନାର ଶୋଭା ବଢ଼ାଉଛନ୍ତି ହାତୀ

ଢେଙ୍କାନାଳ : ପ୍ରାକୃତିକ ସୌନ୍ଦର୍ୟ୍ୟଭରା କପିଳାସ ଯେତିକି ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଛି ସେହି ପରିମାଣରେ ପାଦଦେଶରେ ରହିଥିବା ଚିଡ଼ିଆଖାନା ପର୍ୟ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ତା ଭିତରେ ରହିଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟର ସ୍ଥିତ ୬ ଟି ଛୋଟ ବଡ଼ ହାତୀ ଚିଡ଼ିଆଖାନର ଶୋଭା ବଢାଉଛନ୍ତି। ୨୦୦୭-୨୦୦୮ ମସିହାରୁ ହାତୀମାନଙ୍କର ରକ୍ଷଣାବେକ୍ଷଣ ପାଇଁ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀ ରେସକ୍ୟୁ ସେଣ୍ଟର ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular