ନୂଆଦିଲ୍ଲୀ: କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଗୋଟିଏ ପରେ ଗୋଟିଏ କୀତ୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ମହେନ୍ଦ୍ର ସିଂହ ଧୋନୀ ନିଜ ଇନଷ୍ଟାଗ୍ରାମରେ ୩୦ ମିଲିୟନ ଫଲୋଅର୍ସ ପାର କରିଥିବା ଦ୍ୱିତୀୟ କ୍ରିକେଟର ପାଲଟିଛନ୍ତି । ତେବେ ପ୍ରଥମରେ ଅଛନ୍ତି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି । ତାଙ୍କର ୮୮ ମିଲିୟନ ଫଲୋଅର୍ସ ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0