ଲାହୋର: ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଚଳିତ ମାସ ୧୮ସୁଦ୍ଧା ଗିରଫ କରିବାକୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଅଦାଲତ ନିର୍ଦେଶ ଦେଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ମାସୁଦ ଦୋଷୀ ସାବ୍ୟସ୍ତ ହେବା ପରେ ବିଚାରପତି ନତାଶା ନାସିମ ସୁପ୍ରା ୧୮ ସୁଦ୍ଧା ଅଦାଲତରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ଆତଙ୍କବାଦୀ ଜାକିର ରେହମନ ଲାକ୍ଭିକୁ ୧୫ବର୍ଷ କାରାଦଣ୍ଡାଦେଶ ହୋଇଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0